'ଡାଏବେଟିସ୍‌ ରୋଗୀଙ୍କ ଖାଦ୍ୟ ତାଲିକା | Healthy Diet Plan for Diabetes in Odia | Dr Anmayee Nanda'

'ଡାଏବେଟିସ୍‌ ରୋଗୀଙ୍କ ଖାଦ୍ୟ ତାଲିକା | Healthy Diet Plan for Diabetes in Odia | Dr Anmayee Nanda'
13:01 Jul 5
'#WorldDiabetesDay #OdiaHealthTips #DoctorAdvice  ବିଶ୍ୱ ମଧୁମେହ ଦିବସ (ୱାର୍ଲ୍ଡ ଡାଏବେଟିସ୍‌ ଡେ\')। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ। ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଏକ ପ୍ରକାର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ବିଭିନ୍ନ ଦୂରାରୋଗ୍ୟରୁ ରକ୍ଷା ମିଳିପାରିବ। ତେଣୁ ଡାଏବେଟିସ୍‌ ରୋଗୀ ନିଜ ଖାଦ୍ୟପେୟରେ ସଞ୍ଜମତା ଆଣିବା ଦରକାର। ତେବେ ଡାଏବେଟିସ୍‌ ରୋଗୀ କେଉଁ ଭଳି ଖାଦ୍ୟ ଖାଇବେ? ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ରାତିରେ କ’ଣ ଖାଇବା ଆବଶ୍ୟକ। ସେନେଇ ଡାଏଟିସିଆନ୍‌ ଅନ୍ମୟୀ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।  Every year, November 14 is celebrated as ‘World Diabetes Day’. The main goal of the day is to raise awareness about the disease. Diabetes is a global problem. It is almost impossible to recover from this disease. However, keeping it under control can help prevent many types of chronic illnesses. So diabetics need to bring balance to their diet. So what kind of food should diabetics eat? What to eat for breakfast, lunch, and dinner. Let’s find out from Anmayee Nanda, a Senior Dietician & Diabetic Educator.  Subscribe Now & Live a Healthy Life!  ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ  ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ।  ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। -  ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍  ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ  https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!  For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).  For feedback and business inquiries, contact Swasthya Plus Odia at [email protected]  Swasthya Plus Odia, Odisha\'s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!' 

Tags: fitness , healthy lifestyle , Health , Health and fitness , Health and wellness , Health care , balanced diet , diet food , Odisha , food and nutrition , doctor tips , Swasthya Plus , World Diabetes Day , Odia health video , health video in odia , ସ୍ୱାସ୍ଥ୍ୟ ପ୍ଲସ୍ , General Disease , Dr Anmayee Nanda , ଅନ୍ମୟୀ ନନ୍ଦ

See also:

comments

Characters